ଭାରତକୁ ଖଲିସ୍ତାନ କରିବା ପାଇଁ ସ୍କୁଲକୁ ବୋମା ଧମକ
ନୂଆଦିଲ୍ଲୀ: ସୋମବାର ଦିନ ଗୁଜୁରାଟର ରାଜଧାନୀ ଅହମ୍ମଦାବାଦର ଅନେକ ସ୍କୁଲକୁ ବୋମା ଧମକ ଇମେଲ ମିଳିଥିଲା । ଯାହା ଲୋକଙ୍କ ମଧ୍ୟରେ ଆତଙ୍କ ସୃଷ୍ଟି କରିଥିଲା । ପରେ ସ୍ଥାନୀୟ ଲୋକେ ପୋଲିସକୁ ଖବର ଦେବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ସ୍ଥିତି ପରଖିଥିଲେ । ଜଣେ ଅଧିକାରୀ କହିଛନ୍ତି ଯେ, ଧମକପୂର୍ଣ୍ଣ ଇମେଲରେ ଲେଖାଯାଇଛି ଯେ, ଭାରତକୁ ଖଲିସ୍ତାନରେ ପରିଣତ କରିବା ପାଇଁ । ଏହାପରେ ସ୍କୁଲ ପରିସର ବ୍ୟାପକ କଡାକଡି କରାଯାଇଥିଲା ।ସ୍କୁଲକୁ ଧମକ … Continue reading ଭାରତକୁ ଖଲିସ୍ତାନ କରିବା ପାଇଁ ସ୍କୁଲକୁ ବୋମା ଧମକ
Copy and paste this URL into your WordPress site to embed
Copy and paste this code into your site to embed