27.1 C
Bhubaneswar
Saturday, December 6, 2025
Homeଓଡିଶାବିସ୍ଫୋରଣ ଯୋଜନା ପଣ୍ଡ: ୨ ଗିରଫ

ବିସ୍ଫୋରଣ ଯୋଜନା ପଣ୍ଡ: ୨ ଗିରଫ

ନୂଆଦିଲ୍ଲୀ: ଦିଲ୍ଲୀରେ ବଡ ଘରଣର ବିସ୍ଫୋରଣ ଯୋଜନା ପଣ୍ଡ ହୋଇଛି । ୨ ଆତଙ୍କବାଦୀଙ୍କୁ ଗିରଫ କରିବାର ସଫଳତା ମିଳିଛି । ଆଇଇଡି ବିସ୍ଫୋରଣ ପାଇଁ ଯୋଜନା କରିଥିବା ଆଇଏସଆଇଏସରେ ମଡ୍ୟୁଲ ଧ୍ୱଂସ । ଗୁଇନ୍ଦା ଏବଂ ଦିଲ୍ଲୀ ପୋଲିସର ସ୍ୱତନ୍ତ୍ର ସେଲର ମିଳିତ ରେଡ ଏବଂ ଅସ୍ତ୍ରଶସ୍ତ୍ର , ଗୁଳି ଗୋଳା ଜବତ ହୋଇଛି । ଆଇଏସଆଇଏସ ଲିଙ୍କ ନେଇ ତନାଘନା ଜାରି ରହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking