37.1 C
Bhubaneswar
Thursday, March 12, 2026
Homeଦେଶ ବିଦେଶମହାକୁମ୍ଭମେଳାରେ ବୁଡ ପକାଇଲେ ବଲିଉଡ ତାରକା

ମହାକୁମ୍ଭମେଳାରେ ବୁଡ ପକାଇଲେ ବଲିଉଡ ତାରକା

ପ୍ରୟାଗରାଜ : ମହାକୁମ୍ଭମେଳା  ୧୨ ବର୍ଷ ପରେ ପୁନର୍ୱାର ପ୍ରୟାଗରାଜ ଠାରେ  ଅନୁଷ୍ଠିତ ହୋଇଛି । ଏହା ଜାନୁଆରୀ ୧୩ରୁ ୨୬ ପଯ୍ୟନ୍ତ  ଚାଲିବ । ଯେଉଁଠାରେ  ଭାରତ ଏବଂ ବିଦେଶରୁ  ପଯ୍ୟଟକ ଭ୍ରମଣ କରିବାକୁ ଆସୁଛନ୍ତି । ଏହା ସହିତ ତୀର୍ଥଯାତ୍ରୀ ମାନେ  ବିଶାଳ ମେଳାର ସଙ୍ଗମରେ  ବୁଡ ପକାଉଛନ୍ତି  ା କେବଳ ବିଦେଶ ଯାତ୍ରୀ ନୁହଁନ୍ତି ଅନେକ ବଲିଉଡ ତାରକା ମଧ୍ୟ ଆସିଥିଲେ । । ଏହି କୁମ୍ଭମେଳାରେ  ଅମିତାଭ ବଚ୍ଚନଙ୍କୁ ନିମନ୍ତ୍ରଣ କରାଯାଇଥିଲା ।  ଏହା ବ୍ୟତୀତ ରଣବୀର କପୁର ,  ଆଲିଆ ଭଟ୍ଟ ,  କରୀନା କପୁର . ତମନ୍ନା , ଅମିତାଭ ବଚନ  , ସାରୁଖାନ , ସଲମାନଖାନ  ଆସି ତ୍ରିବେଣୀରେ ବୁଡ ପକାଇଥିଲେ । ସେଲିବ୍ରିଟିମାନେ ଗଙ୍ଗା, ଯମୁନା ଏବଂ ସରସ୍ୱତୀ ନଦୀର ମିଳନ ହୋଇଥିବା ସଙ୍ଗମରେ ପବିତ୍ର ରୀତିନୀତିରେ ବୁଡ଼ ପକାଇ ସେମାନଙ୍କ ପରିବାର ସହିତ ଶ୍ରୀମନ୍ଦିର ପରିଦର୍ଶନ କରିଥିଲେ । ପ୍ରତି ୧୨ ବର୍ଷରେ  ଏହି ମେଳା  ଦେଶର ଚାରୋଟି ସହର ପ୍ରୟାଗରାଜ , ହରିଦ୍ୱାର ,  ଉଜ୍ଜୟିନୀ ଏବଂ ନାସିକରେ  ଆୟୋଜିତ ହୋଇଥାଏ । ଚଳିତ ଥର ଏକ ଡୋମ ସିଟି ନିର୍ମାଣ କରାଯାଇଛି ।  ଯେଉଁଠାରେ ମହାକୁମ୍ଭର ୩୬୦ ଡିଗ୍ରୀ  ଦୃଶ୍ୟ ଦେଖିବାକୁ ମିଳିବ ।   ଏହି ଡୋମ ସିଟିରେ  ଗୋଟିଏ ରାତି ରହିବାର ଭଡା ୧ ଲକ୍ଷ  ୧୦ ହଜାର ଟଙ୍କା । ଏଥି ସହିତ ଡୋମ ସିଟି ତଳେ  ରହିବା ପାଇଁ ଛୋଟ କୁଟୀର ମଧ୍ୟ ପ୍ରସ୍ତୁତ କରାଯାଇଛି ।  ଯାହାର ଭଡା ୮୧ ହଜାର ଟଙ୍କା ।  ଏହିଥର ଆଇକନିକ୍ ଇଭେଣ୍ଟ ମହା କୁମ୍ବ ମେଲା ଆଧ୍ୟାତ୍ମିକତା ଏବଂ ଚମତ୍କାର   ହୋଇଛି  ା

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking