18.1 C
Bhubaneswar
Saturday, December 6, 2025
Homeଓଡିଶାବ୍ରିଜ ତଳୁ ମୃତଦେହ ଉଦ୍ଧାର

ବ୍ରିଜ ତଳୁ ମୃତଦେହ ଉଦ୍ଧାର

କୋରାପୁଟ:  ବ୍ରିଜ ତଳୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଛି । ଅମିନଗୁଡା ଛକ  ଚିପାଗାଡ  ବ୍ରିଜ ତଳୁ  ଉଦ୍ଧାର ହୋଇଛି ମୃତଦେହ । ମୃତ ବ୍ୟକ୍ତିଙ୍କ ପରିଚୟ ମିଳିନି,  ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ସ୍ଥାନୀୟ ଅଞ୍ଚଳରେ ଚାପା ଉତ୍ତେଜନା ସୃଷ୍ଟି ହୋଇଛି ।  ପୋଲିସ ପହଞ୍ଚି ମୃତଦେହକୁ ଜବତ କରି ବ୍ୟବଚ୍ଚେଦ ପାଇଁ ପଠାଇଛି ।  ଏହି ମାମଲାର ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking