26.1 C
Bhubaneswar
Thursday, March 26, 2026
Homeଓଡିଶାପୋଲିସ କଲୋନୀ ଡ୍ରେନ୍‌ରୁ ମୃତଦେହ ଉଦ୍ଧାର

ପୋଲିସ କଲୋନୀ ଡ୍ରେନ୍‌ରୁ ମୃତଦେହ ଉଦ୍ଧାର

କଟକ: କଟକରୁ ସାମ୍ନାକୁ ଆସିଛି ଏକ ଅଭାବନୀୟ ଘଟଣା । ଡେନ୍‌ରୁ ଅଜଣା ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଛି । ରାଜାବଗିଚା ପୋଲିସ କଲୋନୀ ଡ୍ରେନ୍ରୁ ମୃତଦେହ ଉଦ୍ଧାର କରାଯାଇଛି । ଯୁବକଙ୍କ ମୃତ୍ୟୁର କାରଣ ଅସ୍ପଷ୍ଟ ରହିଛି । ଖବର ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ନିଜ ହେପାଜତକୁ ନେଇ ତଦନ୍ତ ଆରମ୍ଭ କରିଛି । ତେବେ କେଉଁ ପରିସ୍ଥିତିରେ ଯୁବକଙ୍କ ମୃତ୍ୟୁ ହୋଇଛି ସେନେଇ ତଦନ୍ତ କରୁଛି ପୋଲିସ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking