17.1 C
Bhubaneswar
Tuesday, December 9, 2025
Homeଓଡିଶାବିଏମସି ଅଫିସ ଘେରାଉ ଉଦ୍ୟମ

ବିଏମସି ଅଫିସ ଘେରାଉ ଉଦ୍ୟମ

ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମର ମାସିକିଆ ବୈଠକ ପୂର୍ୱରୁ ହଙ୍ଗାମା ଦେଖାଦେଇଛି । ବିଜେଡି କର୍ପୋରେଟର ଗିରଫ ଦାବିରେ ବିଏମସି ଅଫିସ ଘେରାଉ ଉଦ୍ୟମ କଲେ ୨୯ ନଂ ୱାର୍ଡର ବାସିନ୍ଦା । ୪୪ ନଂ ୱାର୍ଡର ବିଜେପି କର୍ପୋରେଟରଙ୍କୁ  ଗିରଫ ଦାବି କରିଛନ୍ତି ।  ବିଏମସି ଅଫିସ ସମ୍ମୁଖରେ ଶତାଧିକ ଲୋକଙ୍କ ପ୍ରତିବାଦ ଦେଖାଦେଇଛି । ସେଠାରେ ପୋଲିସ ଫୋର୍ସ ମଧ୍ୟ ମୁତୟନ ହୋଇଛନ୍ତି ।  ବିଏମସି ମେୟର ସୁଲୋଚନା ଦାସଙ୍କ ଇସ୍ତଫା ଦାବି କଲେ୨୯ ନଂ ୱାର୍ଡର ବାସିନ୍ଦା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking