22.1 C
Bhubaneswar
Monday, December 15, 2025
Homeଓଡିଶାବିଏମସି କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ 

ବିଏମସି କର୍ମଚାରୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ 

ଭୁବନେଶ୍ୱର: ବିଏମସି  ଅତିରିକ୍ତ କମିଶନରଙ୍କୁ  ଆକ୍ରମଣ ଘଟଣା ଗତକାଲି ଅତିରିକ୍ତ କମିଶନରଙ୍କୁ ଚାମ୍ବର ଭିତରେ  ଆକ୍ରମଣ ହୋଇଥିଲା ।  ଆଜି ବିଏମସି ଅଫିସରେ କର୍ମଚାରୀ ପ୍ରତିବାଦ କରିଛନ୍ତି । କଳାବ୍ୟାଜ ପିନ୍ଧି କର୍ମଚାରୀମାନେ କାଯ୍ୟବନ୍ଦ  ଆନ୍ଦୋଳନ କରିଛନ୍ତି ।  ଅଫିସରେ ଷ୍ଟାଫଙ୍କୁ ସୁରକ୍ଷା ଦେବାକୁ କର୍ମଚାରୀମାନେ ଦାବି ରଖିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking