ଭୁବନେଶ୍ୱର: ରାସ୍ତା କଡରେ ପଡିଛି ରକ୍ତାକ୍ତ ମୃତଦେହ । ଟାଉନ ଥାନା ଚିମିନି ଭାବି ନିକଟରୁ ଉଦ୍ଧାର ହୋଇଛି ମୃତଦେହ । ମୁଣ୍ଡରେ ଗଭୀର ଆଘାତ ଲାଗିଛି । କେହି ହତ୍ୟା କରିଥିବା ନେଇ ସନ୍ଦେହ କରାଯାଉଛି । ମୃତକ ଜଣଙ୍କ ଚିମିନି ଭାଟିପଡାର ସୂଚନା ମିଳିଛି । ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରୁଛି ।