ନୂଆଦିଲ୍ଲୀ : ଆଜି ଭାରତରେ ଅପରାହ୍ଣ ୩ଟା ୫୭ରେ ଦୃଶ୍ୟମାନ ହେବ ବ୍ଲାକ ମୁନ । ଗୋଟିଏ ମହାକାଶ ଦ୍ରାଘିମାରେ ସୂଯ୍ୟ , ଚନ୍ଦ୍ର ରହିଲେ ବ୍ଲାକ ମୁନ ଘଟେ । ଚନ୍ଦ୍ରର ଆଲୋକିତ ପାଶ୍ୱର୍ ପୃଥିବୀଠାରୁ ଦୂରରେ ରହୁଥିବାରୁ ଖାଲି ଆଖିରେ ଦେଖାଯାଏ ନାହିଁ । ଚନ୍ଦ୍ରର ଚକ୍ର ହାରାହାରି ୨୯ ଦଶମିକ ୫ ଦିନ । ସେଥିପାଇଁ କେବେ କେବେ ଗୋଟିଏ ମାସରେ ବ୍ଲାକ ମୁନ ବୋଲି କୁହାଯାଏ । ଭାରତରେ ଏହା ଆଜି ଦୃଶ୍ୟମାନ ହେବାକୁ ଥିବା ବେଳେ ଗତକାଲି ଆମେରିକାରେ ଦୃଶ୍ୟମାନ ହୋଇଥିଲା। ଭାରତ ପରି ଆଜି ୟୁରୋପ, ଆଫ୍ରିକା ଆଜି ବ୍ଲାକ୍ ମୁନ୍ ଦୃଶ୍ୟମାନ ହେବ ।