27.1 C
Bhubaneswar
Saturday, December 6, 2025
Homeଓଡିଶାବିଜେପିର ବୟାନବାଜି : ମୁନ୍ନା ଖାଁଙ୍କ  କଡା ଜବାବ

ବିଜେପିର ବୟାନବାଜି : ମୁନ୍ନା ଖାଁଙ୍କ  କଡା ଜବାବ

ଭୁବନେଶ୍ୱର: ବିଜେପିର ବୟାନବାଜିରେ ମୁନ୍ନା ଖାଁଙ୍କ ପ୍ରତିକ୍ରିୟା ରଖିଛନ୍ତି । କହିଛନ୍ତି ବିଜେଡିରେ ଆମେ  ସାଂସଦ ଅଛୁ ।  ନବୀନଙ୍କ ନେତୃତ୍ୱରେ ଆମେ ଏକଜୁଟ ଅଛୁ ।  ବିଜେପି ବେକାର ବେକାର କଥା କହୁଛି । ଆମେ ବିଜେପି ଯିବୁ ନୀହିଁ କହିଛନ୍ତି ମୁନ୍ନା ଖାଁ ।  ଆହୁରି ମୁନ୍ନା କହିଛନ୍ତି ଯଦି ୨ ଜଣ ଲିଙ୍କରେ ଅଛନ୍ତି ନାଁ କୁହନ୍ତୁ ।  ମୋ ନାଁ ଚର୍ଚ୍ଚା ହେଉଛି ଶୁଣି ଖୁସି ଲାଗୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking