Homeଓଡିଶାଆଜି ବିଜେପିର ସାଙ୍ଗଠନିକ କର୍ମଶାଳା ଓଡିଶାଭୁବନେଶ୍ୱର ଆଜି ବିଜେପିର ସାଙ୍ଗଠନିକ କର୍ମଶାଳା By Ona Khabara 30/11/2024 Share FacebookTwitterPinterestWhatsAppLinkedinReddItTelegram ଭୁବନେଶ୍ୱର: ଆଜି ବିଜେପି ରାଜ୍ୟ କାର୍ଯ୍ୟାଳୟରେ ହେବ ସାଙ୍ଗଠନିକ କର୍ମଶାଳା। ଦଳର ସଙ୍ଗଠନକୁ ମଜବୁତ ଦିଗରେ ହେବ ଆଲୋଚନା । ରାଜ୍ୟ ସଭାପତି ମନମୋହନ ସାମଲ ଉପସ୍ଥିତ ରହିବେ। ଜିଲ୍ଲାସ୍ତର ପଦାଧିକାରୀମାନେ କର୍ମଶାଳାରେ ଯୋଗ ଦେବେ । ଅନେକ ଗୁରୁତ୍ୱପୂର୍ଣ ଦିଗରେ ଜାରିରହିବ ଆଲୋଚନା । Share FacebookTwitterPinterestWhatsAppLinkedinReddItTelegram Previous articleଟାଟା ଷ୍ଟିଲ କାରଖାନା ଆଗରେ ଗ୍ରାମବାସୀଙ୍କ ଧାରଣାNext articleବିଜେପି ନେତାଙ୍କୁ ମୋଦୀଙ୍କ ଟିପ୍ସ Ona Khabara 5,005FansLike2,475FollowersFollow12,700SubscribersSubscribe HOT NEWS ଓଡିଶା କ୍ରସ ଭୋଟିଂ କଲେ ସୌଭିକ ବିଶ୍ୱାଳ ଓଡିଶା କୁସପାଙ୍ଗୀ ଓ ବାଲି ଅଞ୍ଚଳରେ ପ୍ରସ୍ତାବିତ ଶିଳ୍ପ ପାର୍କ ସ୍ଥଳ ପରିଦର୍ଶନ କଲେ ଇଡ୍କୋ... ଦେଶ ବିଦେଶ ଗୁଜରାଟ ବିଧାନସଭାରେ ବୋମା ଥିବା ଧମକ ଦେଶ ବିଦେଶ କଟକ ହସ୍ପିଟାଲରେ ଅଗ୍ନିକାଣ୍ଡ: ପିଏମଏନଆରଏଫରୁ ସହାୟତା ରାଶି ଘୋଷଣା କଲେ ପ୍ରଧାନମନ୍ତ୍ରୀ