22.1 C
Bhubaneswar
Friday, February 6, 2026
Homeଓଡିଶା୨୦ରୁ  ବିଜେପିର ସମ୍ବିଧାନ ଗୌରବ ଅଭିଯାନ

୨୦ରୁ  ବିଜେପିର ସମ୍ବିଧାନ ଗୌରବ ଅଭିଯାନ

ଭୁବନେଶ୍ୱର : ଜାନୁଆରୀ ୨୦ରୁ  ସମ୍ବିଧାନ ଗୌରବ ଅଭିଯାନ ପାଳିବ ବିଜେପିି । ଏନେଇ ସୂଚନା ଦେଲେ  ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ । ରାଜ୍ୟର ୫୦ ସ୍ଥାନରେ ବୁଦ୍ଧିଜୀବୀ ସମ୍ମିଳନୀ ଆୟୋଜନ ହେବ । ଲୋକଙ୍କୁ ସମ୍ବିଧାନ ବିଷୟରେ ଅବଗତ କରାଯିବ କହିଛନ୍ତି ମନମୋହନ । ଆବଶ୍ୟକ ହେଲେ ୩୧ ତାରିଖ ଯାଏଁ  ସମୟ ସୀମା ବଢିବ ।  କେନ୍ଦ୍ରୀୟ ନେତାମାନେ ସମ୍ମିଳନୀରେ ଯୋଗଦେବେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking