31.1 C
Bhubaneswar
Saturday, March 7, 2026
Homeଓଡିଶାବିଜେପି ସଫଳ ହେବନି: ଅରୁଣ

ବିଜେପି ସଫଳ ହେବନି: ଅରୁଣ

ଭୁବନେଶ୍ୱର: ରାଜ୍ୟସଭା ନିର୍ବାଚନରେ ବିଜେପି ସଫଳ ହେବନି କହିଲେ ଅରୁଣ ସାହୁ । ରାଜ୍ୟ ବିଜେପିରେ ସବୁ କିଛି ଠିକ ନାହିଁ, କାର୍ଯ୍ୟକ୍ରମ ନଥାଇ ଶାହ ଆସିଲେ । ୨ ବର୍ଷରେ ଓଡିଶାରେ କିଛି କାମ ହୋଇନାହିଁ, ତାଙ୍କ ଦଳରେ ଅସନ୍ତୋଷ ଅଛି । ରାଜ୍ୟସଭା ନିର୍ବାଚନରେ ପାନେ ଦେବାକୁ ବିଜେପି ନେତା ପ୍ରସ୍ତୁତି କରୁଛନ୍ତି । ଯାହାକୁ ଶୁଣି ଶାହ ଓଡିଶା ଆସିଥିଲେ ନେତାଙ୍କୁ ବୁଝାଇବାକୁ ଏଭଳି କହିଛନ୍ତି ଅରୁଣ । ରାଜ୍ୟ ବିଜେପି ସ୍ୱାସ୍ଥ୍ୟ ଏବଂ ଭଲ ନାହିଁ, ତାଙ୍କ ପାଖେ ସଂଖ୍ୟା ନାହିଁ । ଏହାବାଦ ଯଦି ସେମାନେ ଜିତିବେ ତାହାଲେ କଣ ଏହା ସୁସ୍ଥ ପରମ୍ପରା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking