ଭୁବନେଶ୍ୱର: ଲୋକଙ୍କ ପାଖକୁ ଯିବ ବିଜେପି । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ସୂଚନା ଦେଇଛନ୍ତି । ବିଜେପି ସରକାରର ସଫଳତା ସମ୍ପର୍କରେ ସୂଚନା ଦେଇଛନ୍ତି । ବିସ୍ତୃତ ଭାବରେ ସରକାରଙ୍କ ବିଷୟରେ ଜଣାଯିବ । ରାଜ୍ୟବାସୀଙ୍କ ପାଖକୁ ଯିବ ବିଜେପି । ବିକଶିତ ରାଜ୍ୟ ଭାବେ ଆଗେଇ ନେବାକୁ ଲକ୍ଷ୍ୟ ରଖିଛନ୍ତି । ୨୦ ତାରିଖରେ ପ୍ରଧାନମନ୍ତ୍ରୀ ମୋଦୀ ଆସୁଛନ୍ତି । ଅପରାହ୍ମରେ ପ୍ରଧାନମନ୍ତ୍ରୀ ଭୁବନେଶ୍ୱରରେ ପହଞ୍ଚିବେ । ମୋଦୀ ବିମାନବନ୍ଦରରୁ ରୋଡ ସୋ କରିବେ ।










