28.1 C
Bhubaneswar
Saturday, October 5, 2024
Homeଓଡିଶାଖାଲି ହୋଇଯିବ ବିଜେଡି : ମନମୋହନ

ଖାଲି ହୋଇଯିବ ବିଜେଡି : ମନମୋହନ

ଭୁବନେଶ୍ୱର : ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ବଡ ବୟାନ । ବିଜେପିରେ ମିଶିବା ପାଇଁ ବହୁ ବଡ ନେତା ଆବେଦନ କରିଥିବା କହିଲେ । ବହୁ ବିଜେଡି ନେତା ଆବେଦନ କରିଛନ୍ତି, ବିଜେଡି ଖାଲି ହୋଇଯିବ । ବିଜେପିରେ ମିଶିବାକୁ ବହୁ ଆବେଦନ ଆସିଛି, ତାଙ୍କ ଦଳ ଶୂନ୍ୟ ହୋଇଯିବ । ନବୀନଙ୍କ ନିର୍ବାଚନ ମଣ୍ଡଳୀରୁ ପଞ୍ଚାୟତ ପ୍ରତିନିଧି ବିଜେପିରେ ମିଶିଲେ । ୨ ରାଜ୍ୟସଭା ସାଂସଦ ମିଶିଲେ ଆଗକୁ ଆହୁରି ଅନେକ ନେତା ମିଶିବେ । ସେମାନେ ନିଜ ଇଚ୍ଛାରେ ବିଜେପିରେ ମିଶିବାକୁ ନିବେଦନ କରୁଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking