19.1 C
Bhubaneswar
Friday, December 5, 2025
Homeଓଡିଶାଖୁବଶୀଘ୍ର ପ୍ରାର୍ଥୀ ଘୋଷଣା କରିବ ବିଜେପି: ବିଜୟପାଲ ସିଂ ତୋମାର

ଖୁବଶୀଘ୍ର ପ୍ରାର୍ଥୀ ଘୋଷଣା କରିବ ବିଜେପି: ବିଜୟପାଲ ସିଂ ତୋମାର

ଭୁବନେଶ୍ୱର: ଆସନ୍ତାକାଲି ରାଜ୍ୟ କାର୍ଯ୍ୟାଳୟରେ ବିଜେପି କୋର କମିଟି ବୈଠକ। ଏନେଇ ବିଜେପି ରାଜ୍ୟ ପ୍ରଭାରୀ ବିଜୟପାଲ ସିଂ ତୋମାର  ସୂଚନା ଦେଇଛନ୍ତି । ରାଜ୍ୟ ବିଜେପି ସଭାପତିଙ୍କ ଅଧ୍ୟକ୍ଷତାରେ ବସିବ କୋର କମିଟି ବୈଠକ । ୨ ପ୍ରଭାରୀଙ୍କ ଉପସ୍ଥିତ ରହିବ କୋର କମିଟିର ସମସ୍ତ ସଦସ୍ୟ । ନୂଆପଡା ଉପନିର୍ବାଚନ ନେଇ ବୈଠକରେ ଆଲୋଚନା ହେବ । ସମ୍ଭାବ୍ୟ ପ୍ରାର୍ଥୀ ତାଲିକାକୁ ନେଇ ହୋଇପାରେ ମାନସ ମନ୍ଥନ ।ବହୁତ ଆଶାୟୀଙ୍କ ନାମ ରହିଛି, ଆଲୋଚନା ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking