18.1 C
Bhubaneswar
Monday, February 9, 2026
Homeଓଡିଶାକଂଗ୍ରେସ ଟାର୍ଗେଟରେ ବିଜେପି

କଂଗ୍ରେସ ଟାର୍ଗେଟରେ ବିଜେପି

ଭୁବନେଶ୍ୱର : ଲିଙ୍ଗରାଜ ମନ୍ଦିରରେ ପିସିସି ସଭାପତିଙ୍କ ଫଟୋ ପ୍ରସଙ୍ଗରେ  ବିଜେପି ନେତାକୁ ଟାର୍ଗେଟ କରିଛନ୍ତି କଂଗ୍ରେସ କର୍ମୀ । ସୋସିଆଲ ମିଡିଆରେ ବିଜେପିକୁ ଟାର୍ଗେଟ କରିଛନ୍ତି । ମନ୍ଦିରରେ ବିଜେପି ନେତାଙ୍କ ଫଟୋ ପୋଷ୍ଟ କରି ସମାଲୋଚନା କରିଛନ୍ତି । ନିୟମ କାହା କ୍ଷେତ୍ରରେ କେମିତି ବେଲି ପ୍ରଶ୍ନ କଲା ବିଜେପି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking