27.1 C
Bhubaneswar
Saturday, December 6, 2025
Homeଦେଶ ବିଦେଶଲୋକସଭାରେ ଉପସ୍ଥିତ ରହିବାକୁ ହ୍ୱିପ ଜାରି କଲା ବିଜେପି

ଲୋକସଭାରେ ଉପସ୍ଥିତ ରହିବାକୁ ହ୍ୱିପ ଜାରି କଲା ବିଜେପି

ନୂଆଦିଲ୍ଲୀ: ଲୋକସଭାରେ ଉପସ୍ଥିତ ରହିବା ପାଇଁ  ହ୍ୱିପ ଜାରି କଲା  ବିଜେପି । ସମସ୍ତ ଦଳୀୟ ସାଂସଦଙ୍କୁ ଉପସ୍ଥିତ ରହିବାକୁ ଜାରି କଲା ହ୍ୱିପ । ଗୁରୁତ୍ୱପୂଣ୍ଣ ସଂସଦୀୟ କାଯ୍ୟ ଥିବାରୁ ବିଜେପି ହ୍ୱିପ ଜାରି କରିଛି । ଆଗକୁ ଉପରାଷ୍ଟ୍ରପତି ନିର୍ବାଚନ ରହିଛି । ତା ପୂର୍ବରୁ ହ୍ୱିପ ଜାରି କରିଛି ବିଜେପି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking