27.1 C
Bhubaneswar
Tuesday, March 24, 2026
Homeଓଡିଶାଅନ୍ଧାରକୁ ଟେକା ମାରୁଛି ବିଜେପି : ସୁଲତା

ଅନ୍ଧାରକୁ ଟେକା ମାରୁଛି ବିଜେପି : ସୁଲତା

ଭୁବନେଶ୍ୱର : ବିଜେଡିର ଅନ୍ୟ ସାଂସଦ ଦଳ ଛାଡିବା ପ୍ରସଙ୍ଗ । ସ୍ଥରପାଣିରେ ଟେକାପକାଇ ତରଙ୍ଗ ସୃଷ୍ଟିରେ ମାହର ବିଜେପି । ଅନ୍ଧାରକୁ ଟେକା ମାରୁଛି ବିଜେପି । କେତେ ଆସିବେ କେତେ ଯିବେ । ନବୀନ ବାବୁ ହାତ ହଲେଇ ଦେଲେ ହଜିଯିବେ । ନଭେମ୍ବର ମାସରୁ ବୁଲିବେ ବୋଲି ଛନକା ପଶିଲାଣି । ଲୋକେ ନବୀନ ପଟ୍ଟନାୟକଙ୍କ ସହ ଅଛନ୍ତି ବୋଲି କହିଲେ ବିଜେଡି ସାଂସଦ ସୁଲତା ଦେଓ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking