24.1 C
Bhubaneswar
Tuesday, February 10, 2026
Homeଓଡିଶାବିଜୁ ବାବୁଙ୍କ ନାଁକୁ ଡରୁଛି ବିଜେପି : ପ୍ରମିଳା

ବିଜୁ ବାବୁଙ୍କ ନାଁକୁ ଡରୁଛି ବିଜେପି : ପ୍ରମିଳା

ଭୁବନେଶ୍ୱର : ଏପ୍ରିଲ ୨୪ରେ ପଞ୍ଚାୟତିରାଜ ଦିବସ ପାଳନ   ପ୍ରସଙ୍ଗରେ  ବିଜେପିକୁ ଟାର୍ଗେଟ କରିଛନ୍ତି ବିରୋଧୀଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ।  ବିଜୁ ବାବୁଙ୍କ ନାଁକୁ ଡରୁଛି ବିଜେପି । କାରଣ ଲେକ ତାଙ୍କୁ ଭଲ ପାଆନ୍ତି । ଏପରି ଅପମାନ କରିବା ସରକାରଙ୍କ ଠିକ ନୁହେଁ । ଓଡିଆ ଅସ୍ମିତା କହି  ସରକାରକୁ ଆସିଲା ବିଜେପି । ବିଜୁଙ୍କୁ ଅପମାନ କରିବା କଣ ଓଡିଆ ଅସ୍ମିତା ଏହା ପ୍ରଶ୍ନ କରିଛନ୍ତି ପ୍ରମିଳା ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking