31.1 C
Bhubaneswar
Monday, July 8, 2024
Homeଦେଶ ବିଦେଶବିଜେପିର ପ୍ରଭାରୀ ଓ ସହପ୍ରଭାରୀ ନିଯୁକ୍ତ

ବିଜେପିର ପ୍ରଭାରୀ ଓ ସହପ୍ରଭାରୀ ନିଯୁକ୍ତ

ଭୁବନେଶ୍ୱର : ବିଭିନ୍ନ ରାଜ୍ୟ ପାଇଁ ପ୍ରଭାରୀ ଓ ସହପ୍ରଭାରୀ ନିଯୁକ୍ତ କଲା ବିଜେପି । ବିଜୟପାଲ ସିଂ ତୋମାରଙ୍କୁ ଦିଆଗଲା ଓଡ଼ିଶାର ପ୍ରଭାରୀ ଦାୟିତ୍ବ । ଲତା ଉସେଣ୍ଡିଙ୍କୁ ଦିଆଗଲା ଓଡ଼ିଶାର ସହପ୍ରଭାରୀ ଦାୟିତ୍ବ । ସେହିପରି ସାଂସଦ ଅପରାଜିତା ଷଡ଼ଙ୍ଗୀ କେରଳ ସହପ୍ରଭାରୀ ଭାବେ ନିଯୁକ୍ତ । ସାଂସଦ ସମ୍ବିତ ପାତ୍ର ଉତ୍ତରପୂର୍ବାଞ୍ଚଳ ରାଜ୍ୟ ସଂଯୋଜକ ଭାବେ ହେଲେ ନିଯୁକ୍ତ । ସେହିପରି ବରିଷ୍ଠ ନେତା ବିନୋଦ ତାୱଡେ ବିହାର ପ୍ରଭାରୀ ନିଯୁକ୍ତ । ଅନୀଲ ଆଣ୍ଟୋନୀଙ୍କୁ ମେଘାଳୟ ଓ ନାଗାଲାଣ୍ଡ ପ୍ରଭାରୀ ଦାୟିତ୍ୱ ମିଳିଛି । ପଞ୍ଜାପ ପ୍ରଭାରୀ ଭାବେ ଦାୟିତ୍ୱ ପାଇଲେ ବିଜୟ ରୂପାନୀ । ଦୁଷ୍ୟନ୍ତ କୁମାର ଗୌତମଙ୍କୁ ଉତ୍ତରାଖଣ୍ଡ ପ୍ରଭାରୀ ଦାୟିତ୍ୱ ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking