26.8 C
Bhubaneswar
Monday, April 6, 2026
Homeଓଡିଶାସିଡିଏମଓଙ୍କୁ ବିଜେପି ଜିଲ୍ଲା ସଭାପତିଙ୍କ ଧମପୂର୍ଣ୍ଣ ଅଡିଓ ଜିଲ୍ଲାରେ ଭାଇରଲେ

ସିଡିଏମଓଙ୍କୁ ବିଜେପି ଜିଲ୍ଲା ସଭାପତିଙ୍କ ଧମପୂର୍ଣ୍ଣ ଅଡିଓ ଜିଲ୍ଲାରେ ଭାଇରଲେ

ଯାଜପୁର : ଯାଜପୁର ଜିଲ୍ଲାରେ ବିଜେପି ନେତା ମାନେ ଆକସନ ମୁଡ୍ ରେ ରହୁ ଛନ୍ତି ଅଫିସର ମାନଙ୍କୁ ବଦଳି ନିଜର ପତିଆର୍ ଦେଖାଇବା ପାଇଁ ସରକାରୀ ଅଧିକାରି ଓ କର୍ମ ଚାରି ମାନଂକୁ ଧମକ ଦେଉନ୍ତି l ଜିଲ୍ଲା ପାଳ ଙ୍କୁ ବଦଳି ର ପ୍ରମାଣ ଜଣେ ଜିଲ୍ଲାପାଳ ନିର୍ବାଚନ ପୁର୍ବ ରୁ ଅସି ନିର୍ବାଚନ ପରିଚାଳନା ସୁଚାରୁ ରୁପେ କରି ଥିଲେ କିନ୍ତୁ କାରଣ ନ ଥାଇ ବଦଳି କାରା ଗଲା l ସମଗ୍ର ଜିଲ୍ଲା ରେ ଶାସକ ଦଳ ର ଦୋରl ତ୍ମକ ବଢ଼ି ଚାଲିଛି ଜିଲ୍ଲା ବିଜେପି ସଭାପତି ଗୌତମ ରାୟ ଜଣଙ୍କ ବଦଳି କରିବା ପାଈ ସିଡିଏମଓ ଙ୍କୁ ଧମକ ଦେଇ କହିଛନ୍ତି ଭଲ ରେ କିଛି କରିବେ ତ? ମୁଁ ଅପାଙ୍କ କଥା ବୁଝି ଦେଉଚି ଏହି ଏଡିଓ ଜିଲ୍ଲା ଭାଇ ରାଲ ହେବାରେ ଲାଗିଛି ଯାଜପୁର ରେ ବିଜେପି ନେତା ମାନେ ମେରି ରାୟ ଶାସନ ଜାହିର କରିବା ପାଈ ଉଦ୍ୟମ କରୁ ଛନ୍ତି କେତେ ସଫଳ ହେବେ ତାହା ସମୟ କହିବ l

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking