15.1 C
Bhubaneswar
Thursday, December 18, 2025
Homeଓଡିଶାକଂଗ୍ରେସ ଉପରେ ବର୍ଷିଲା ବିଜେପି

କଂଗ୍ରେସ ଉପରେ ବର୍ଷିଲା ବିଜେପି

ଭୁବନେଶ୍ୱର: ରାହୁଲ ଗାନ୍ଧୀଙ୍କ ଓଡିଶା ଗସ୍ତ ନେଇ  ରାଜ୍ୟ  ବିଜେପି ପ୍ରେସମିଟ କରିଛି । କଂଗ୍ରେସ ଉପରେ ବର୍ଷିଲେ ରାଜ୍ୟ ବିଜେପି ଉପସଭାପତି ବିରଞ୍ଚି ତ୍ରିପାଠୀ । କଂଗ୍ରେସ ଆଜି ମଧ୍ୟ ହତାଶା ଭିତରେ ରହିଛି ।  କଂଗ୍ରେସ ସାଧାରଣ ଲୋକଙ୍କ ଠାରୁ ଦୂରେଇ ଯାଇଛି । ସମ୍ବିଧାନ ବଞ୍ଚାଅ ସମାବେଶ ନୁହଁ, କଂଗ୍ରେସ ବଞ୍ଚାଅ ସମାବେଶ ।  ନିଜେ କାଚ ଘରେ ରହି ଅନ୍ୟକୁ ପଥର ଫୋପାଡୁଛନ୍ତି ।  ସମ୍ବିଧାନର ହତ୍ୟାକାରୀମାନେ  ସମ୍ବିଧାନ କଥା କହୁଛନ୍ତି । କଂଗ୍ରେସ ଲଗାତାର ସମ୍ବିଧାନର କଣ୍ଠରୋଧ କରିଆସିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking