24.1 C
Bhubaneswar
Sunday, December 7, 2025
Homeଓଡିଶାଆଜି ବିଜେପି କୋର୍ କମିଟି ବୈଠକ

ଆଜି ବିଜେପି କୋର୍ କମିଟି ବୈଠକ

ଭୁବନେଶ୍ୱର:  ଆଜି ବସିବ ରାଜ୍ୟ ବିଜେପିର କୋର୍ କମିଟି ବୈଠକ । ରାଜ୍ୟ ବିଜେପି ସଭାପତିଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ । ରାଜ୍ୟ କାର୍ଯ୍ୟାଳୟରେ ଉପସ୍ଥିତ ରହିବେ କୋର୍ କମିଟି ସଦସ୍ୟ । ନୂଆପଡା ଉପନିର୍ବାଚନ ନେଇ ହୋଇପାରେ ଆଲୋଚନା । ନୂଆପଡା ପାଇଁ ପ୍ରାର୍ଥୀଙ୍କ ନାଁ ପଠାଇପାରେ ରାଜ୍ୟ ବିଜେପି । ଏହା ପରେ ବିଜେପି ପାର୍ଲାମେଣ୍ଟାରୀ ବୋର୍ଡର ବାଜିବ ମୋହର । ଦିଲ୍ଲୀକୁ ପ୍ରାର୍ଥୀଙ୍କ ନାଁ ପଠାଇବ ରାଜ୍ୟ ବିଜେପି । ପ୍ରାର୍ଥୀ ରେସ୍‌ରେ ୪ ଜଣ ଥିବା ଚର୍ଚ୍ଚା ହେଉଛି । କାହା ନାଁ ଦିଲ୍ଲୀକୁ ପଠାଯିବ ତାହା ଉପରେ ନଜର ରହିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking