27.1 C
Bhubaneswar
Monday, December 8, 2025
Homeଓଡିଶାରାଉରକେଲାରେ ବିଜେପି- କଂଗ୍ରେସ ମୁହାଁମୁହିଁ

ରାଉରକେଲାରେ ବିଜେପି- କଂଗ୍ରେସ ମୁହାଁମୁହିଁ

ରାଉରକେଲା: ରାଉରକେଲାରେ ବିଜେପି- କଂଗ୍ରେସ ମୁହାଁମୁହିଁ ।  କଂଗ୍ରେସ କାର୍ଯ୍ୟାଳୟ ଆଗରେ ବିଜେପି କର୍ମୀ ବିକ୍ଷୋଭ କରୁଥିବା ବେଳେ ଦୁଇ ଦଳର କର୍ମୀ ମୁହାଁମୁହିଁ ହୋଇଛନ୍ତି । ରାଉରକେଲା ସେକ୍ଟର ୨୧ କଂଗ୍ରେସ ଭବନ ଆଗରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି ।ପ୍ରଧାନମନ୍ତ୍ରୀଙ୍କ ମା’ଙ୍କ ନାଁରେ ରାହୁଲ ଗାନ୍ଧୀ ଅପଶବ୍ଦ ବ୍ୟବହାର କରିଥିବା ଅଭିଯୋଗ କରି ବିଜେପି କର୍ମୀ କଂଗ୍ରେସ ଭବନ ଆଗରେ ବିକ୍ଷୋଭ କରୁଥିଲେ । ଏହି ସମୟରେ ଏପରି ପରିସ୍ଥିତି ସୃଷ୍ଟି ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking