34.9 C
Bhubaneswar
Monday, April 6, 2026
Homeଓଡିଶା୯ ରାଜ୍ୟସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି

୯ ରାଜ୍ୟସଭା ଆସନ ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେପି

ନୂଆଦିଲ୍ଲୀ: ରାଜ୍ୟସଭା ଉପନିର୍ବାଚନ ପାଇଁ ଭାରତୀୟ ଜନତା ପାର୍ଟି (ବିଜେପି) ଶନିବାର ପ୍ରାର୍ଥୀ ତାଲିକା ପ୍ରକାଶ କରିଛି । ବିଜେପି ୮ ରାଜ୍ୟରୁ ୯ଟି ରାଜ୍ୟସଭା ଆସନ ପାଇଁ ତାଲିକା ପ୍ରକାଶ କରିଛି । ସେମାନେ ହେଲେ..
୧) ହରିୟାଣା-କିରଣ ଚୌଧୁରୀ
୨) ରାଜସ୍ଥାନ- ରବନୀତ ବିଟ୍ଟୁ
୩) ଆସାମ- ମିଶନ ରଞ୍ଜନ ଦାସ ଓ ରାମେଶ୍ୱର ତେଲି
୪) ବିହାର – ରାମେଶ୍ୱର ତେଲି,
୫) ମଧ୍ୟପ୍ରଦେଶ – ଜର୍ଜ କୁରିୟନ ,
୬) ମହାରାଷ୍ଟ୍ର – ଧୈର୍ଯ୍ୟଶୀଳ ପାଟିଲ
୭) ଓଡ଼ିଶା – ମମତା ମହାନ୍ତ,
୮) ତ୍ରିପୁରା – ରାଜୀବ ଭଟ୍ଟାଚାର୍ଯ୍ୟ
ସେପ୍ଟେମ୍ବର ୩ତାରିଖରେ ୯ଟି ରାଜ୍ୟର ୧୨ଟି ରାଜ୍ୟସଭା ଆସନ ପାଇଁ ମତଦାନ ହେବ । ନିର୍ବାଚନ ଆୟୋଗ ମଧ୍ୟ ଏହାର କାର୍ଯ୍ୟକ୍ରମ ଘୋଷଣା କରିସାରିଛନ୍ତି । ଏହାପରେ ବିଜେପି ପ୍ରାର୍ଥୀ ଘୋଷଣା କରିଛି । ଭାରତୀୟ ଜନତା ପାର୍ଟିର କେନ୍ଦ୍ରୀୟ ନିର୍ବାଚନ କମିଟି ବିଭିନ୍ନ ରାଜ୍ୟରେ ହେବାକୁ ଥିବା ଆଗାମୀ ରାଜ୍ୟସଭା ଉପନିର୍ବାଚନ ପାଇଁ ଏସବୁ ନାମକୁ ଅନୁମୋଦନ କରିଛି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking