27.1 C
Bhubaneswar
Monday, May 26, 2025
Homeଓଡିଶାବିଜେଡିକୁ ଜୟନାରାୟଣଙ୍କ କଟାକ୍ଷ

ବିଜେଡିକୁ ଜୟନାରାୟଣଙ୍କ କଟାକ୍ଷ

ଭୁବନେଶ୍ୱର : ପୋଲାଭରମ ପ୍ରକଳ୍ପ ବିଜେଡି ନେତା ବୁଲିବା ପ୍ରସଙ୍ଗ । ବିଜେପି ବିଧାୟକ ଜୟନାରାୟଣ ମିଶ୍ରଙ୍କ କଟାକ୍ଷ । ଏବେ କେମିତି ନିଦ ଭାଙ୍ଗିଲା ? । ପୋଲାଭରମ ପ୍ରକଳ୍ପ ବହୁ ପୁରୁଣା ପ୍ରକଳ୍ପ । ସେତେବେଳେ କୁମ୍ଭକର୍ଣ୍ଣ ନିଦ୍ରାରେ ଶୋଇଥିଲେ । ଆଜି ଏ କଥା ବିଜେଡି କାହିଁକି ଉଠାଉଛି? । ଓଡିଶା ସ୍ୱାର୍ଥଦୃଷ୍ଟିରୁ ଯାହା କରିବା କଥା ନିଶ୍ଚିତ କରିବୁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking