ଭୁବନେଶ୍ୱର: ବଳଙ୍ଗା ଥାନା ଘେରାଉ କଲା ବିଜେଡି । ସରକାରଙ୍କ ଉପରେ ବର୍ଷିଲା ବିଜେଡି । ମହିଳାଙ୍କୁ ସୁରକ୍ଷା ଦେବାରେ ସରକାର ବିଫଳ । ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡାଙ୍କ ଇସ୍ତଫା ଦାବି ମଧ୍ୟ କରିଛନ୍ତି । ୪୮ ଘଣ୍ଟାରେ ଦୋଷୀକୁ ଗିରଫ କରି କଠୋର ଦଣ୍ଡ ଦେବାକୁ ଦାବି କରିଛି । ଏଥିସହ ପୁରୀ – ଭୁବନେଶ୍ୱର ରାସ୍ତା ଜାମ କରିବାକୁ ଚେତାବନୀ ଦେଇଛି ।










