ଭୁବନେଶ୍ୱର: ବାଲେଶ୍ୱରରେ ଫକୀରମୋହନ ମହାବିଦ୍ୟାଳୟରେ ଛାତ୍ରୀ ଆତ୍ମାହୁତି ଓ ମୃତ୍ୟୁ ଘଟଣା । ଭୁବନେଶ୍ୱର ଜନତଚା ମଇଦାନରେ ନୀରବ ପ୍ରତିବାଦ କରୁଛି ବିଜେଡି । ମୁହଁରେ କଳା ପଟ୍ଟି ବାନ୍ଧି ନୀରବ ପ୍ରତିବାଦ କରୁଛି । ଏଫଏମ କଲେଜ ଛାତ୍ରୀଙ୍କ ମୃତ୍ୟୁ ମାମଲାରେ ବିଚାର ବିଭାଗୀୟ ତଦନ୍ତ ଦାବି କରି ବିଜେଡି କରୁଛି ଏହି ନୀରବ ପ୍ରତିବାଦ । ବିଜେଡି ବିକ୍ଷୋଭ ବେଳେ ପୋଲିସର ଦମନଲୀଳାକୁ ବି ବିରୋଧ କରାଯାଉଛି ।










