ଭୁବନେଶ୍ୱର: ନବ ଦାସ ହତ୍ୟା ମାମଲାରେ ପ୍ରଦୀପ ପୁରୋହିତଙ୍କ ବଟାନ ପ୍ରସଙ୍ଗ । ପ୍ରଦୀପ ପୁରୋହିତଙ୍କୁ ବଜେଡିର ଜବାବ । ପ୍ରତିକ୍ରିୟା ରଖିଲେ ବିଜେଡି ବିଧାୟକ ପ୍ରଦୀପ ଦିଶାରୀ । ବିଜେଡି ସରକାର ଥିବାବେଳେ ତଦନ୍ତ ହୋଇଥିଲା । ଦୀପାଳି ସିବିଆଇ ତଦନ୍ତ ପାଇଁ କହିଛନ୍ତି । ବିଜେପି ନେତା ମଧ୍ୟ ସିବିଆଇ ତଦନ୍ତ କଥା କହୁଛନ୍ତି । ସରକାର ସିବିଆଇ ସଦନ୍ତ ପାଇଁ କାହିଁକି ପଛଘୁଞ୍ଚା ଦେଉଛନ୍ତି । ଯିଏ ଦୋଷୀ ଥିବେ ଦଣ୍ଡ ପାଇବେ । ସେମାନେ ସେଠାରୁ କିପରି ଜିତିବେ ସେଥିପାଇଁ ମରାଯାଇଥାଇପାରେ । ଖଣି ଖାଦାନ ଅକ୍ତିଆର ପାଇଁ ବି ହତ୍ୟା ହୋଇଥାଇପାରେ ।










