19.1 C
Bhubaneswar
Thursday, December 11, 2025
Homeଓଡିଶାଗାନ୍ଧୀ ମୂର୍ତ୍ତି ତଳେ ବିଜେଡିର ଧାରଣା

ଗାନ୍ଧୀ ମୂର୍ତ୍ତି ତଳେ ବିଜେଡିର ଧାରଣା

ଭୁବନେଶ୍ୱର : ଗାନ୍ଧୀ ମୂର୍ତ୍ତି ତଳେ ବିଜେଡି ସଦସ୍ୟ ଧାରଣା କରିଛନ୍ତି । ଗୃହ ମୁଲତବି ପରେ ଗାନ୍ଧୀ ମୂର୍ତ୍ତି ତଳେ ଧାରଣା ଦେଇଛନ୍ତି । ବିଭିନ୍ନ ପ୍ରସଙ୍ଗକୁ ନେଇ ସରଗରମ ରହୁଛି ଗୃହ । ମିଶନ ଶକ୍ତିର ପୁନର୍ଗଠନ ପାଇଁ ଆନ୍ଦୋଳନ କରୁଛନ୍ତି । ମିଶନ ଶକ୍ତି ମହିଳାଙ୍କ ପ୍ରସଙ୍ଗକୁ ନେଇ ଆଜି ବିଧାନସଭା ଅଚଳ ହୋଇଗଲା । ମିଶନଶକ୍ତିକୁ ଗୈରିକରଣ କରିବା ବନ୍ଦ କରାଯାଉ , ଏହି ପ୍ରଙ୍ଗରେ ଆଜି କଂଗ୍ରେସ ଓ ବିଜେଡି ଦାବି କରିଛନ୍ତି । ଅନ୍ୟପଟେ ଗୃହ ୪ଟା ଯାଏଁ ମୁଲତବି ହୋଇଛି ବିଧାନସଭା ପ୍ରଶ୍ନକାଳ ଆରମ୍ଭରୁ ହଟ୍ଟଗୋଳ ଦେଖାଦେଇଛି । ଗୃହରେ ବିଜେଡି ଓ କଂଗ୍ରେସ ସଭ୍ୟ ନାରାବାଜି କରିଥିଲେ । ବାଚସ୍ପତିଙ୍କ ପୋଡିୟମ ତଳେ ଜୋରଦାର ପ୍ରତିବାଦ ଦେଖାଦେଇଥିଲା । ହଟ୍ଟଗୋଳ ଯୋଗୁଁ ଗୃହ ଅପରାହ୍ଣ ୪ଟା ଯାଏଁ ମୁଲତବି ହୋଇଛି । ଗତକାଲି ବିଧାନସଭା ସ୍ୱାଭାବିକ ଚାଲିଥିଲା ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking