19.1 C
Bhubaneswar
Saturday, February 7, 2026
Homeଓଡିଶାବିଜେପିକୁ ବିଜେଡିର କଟାକ୍ଷ

ବିଜେପିକୁ ବିଜେଡିର କଟାକ୍ଷ

ଯାଜପୁର: ଯାଜପୁର ଜିଲ୍ଲାର ସୁକିନ୍ଦାରେ କଳାଦିବସ ପାଇଁ ସୁକିନ୍ଦା ନିର୍ବାଚନ ମଣ୍ଡଳୀ ବିଜୁ ଜନତା ଦଳ ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ଶାସକ ଦଳକୁ କଟାକ୍ଷ l ଶାସକ ଦଳ ଶାସନ କ୍ଷମତା ରେ ଆସିବା ଦିନ ଠାରୁ ସୁକିନ୍ଦା ନିର୍ବାଚନ ମଣ୍ଡଳୀରେ ଆତଙ୍କ ରାଜ ଚଳାଇଛି ମନ୍ତ୍ରୀଙ୍କର ଗୁଣ୍ଡା ମାନେ ଖଣି ଅଞ୍ଚଳ ରେ ଆତଙ୍କ ରାଜ ଚଳାଇ ଛନ୍ତି କଲିଙ୍ଗ ନଗର ପୋଲିସ୍ ସମ୍ମୁଖ ରେ ବି ଜେ ଡି ନେତା ଙ୍କୁ ମାଡ ମାରି ଲହୁ ଲୁହାଣ କାର ଗଲା ପୋଲିସ୍ ପ୍ରଶାସନ ନୀରଦ୍ରଷ୍ଟା ରହିଲା ସୁକିନ୍ଦା ନିର୍ବାଚନ ମଣ୍ଡଳୀ ରେ କେହି ସୁରକ୍ଷା ମଣୁ ନାହାଁନ୍ତି ଏହାର ପ୍ରତିବାଦ ରେ ଅlଶାନ୍ତ ସୁକିନ୍ଦାକୁ ଶାନ୍ତ ଫେରାଇ ଆଣିବା ପାଇଁ ଅଶାନ୍ତ 6ତାରିଖ ରେ କାଳ ଦିବସ ପାଳନ କରା ଯାଉଚି ପୂର୍ବତନ ମନ୍ତ୍ରୀ ଡ ପ୍ରଫୁଲ୍ଲ ଚନ୍ଦ୍ର ଘଡେଇ ସମୟ ରେ ସୁକିନ୍ଦା ରେ ବିକାଶ ହୋଇଚିବୋଲି ସୁକିନ୍ଦା ନିର୍ବାଚନ ମଣ୍ଡଳୀ ର ବିଜୁ ଜନତା ଦଳ ର କର୍ମ କର୍ତ୍ତା ଦାନଗଦି ଓ ସୁକିନ୍ଦା ବ୍ଲକ ର ଅଧ୍ୟକ୍ଷ ଅଧ୍ୟକ୍ଷା ନାରୀନେତ୍ରୀ ମନେ ସାମ୍ବାଦିକ ସମ୍ମିଳନୀରେ କହି ଥିଲେ l ଏବେ ଯେହୁଁ ମାନେ ବିଜେପି ର ନେତା ହେଉଛନ୍ତି ସେମାନେ ବିଜେଡ଼ି ରେ ଥିଲେ ଶ୍ରୀ ଘଡେଇ ଙ୍କ ଆର୍ଶୀବାଦ ରେ ନେତା ହୋଇ ବିଜେପି ରେ ନେତା ହୋଇଛନ୍ତି l ବୋଲି ବିଜୁ ଜନତା ଦଳ ପକ୍ଷରୁ ସାମ୍ବାଦିକ ସମ୍ମିଳନୀରେ ସେମାନଙ୍କ ମୁଖା ଖୋଲି ଥିଲେ l ଅନ୍ୟ ପକ୍ଷ ରେ ସୁକିନ୍ଦା ବିଜେପିର ଗୁଣ୍ଡାରାଜ ବିରୋଧରେ ପ୍ରତିବାଦ କରିବ ସୁକିନ୍ଦା ବିଜେଡି ଜୁନ ୬ ରେ ହେବାକୁ ଥିବା “କଳା ଦିବସ”କୁ ସଫଳ କରିବା ପାଇଁ ଆଜି ଖଣି ଅଞ୍ଚଳରେ ପୂର୍ବତନ ମନ୍ତ୍ରୀ ଇଂ ପ୍ରୀତିରଞ୍ଜନ ଘଡାଇଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଛି। ଏହି କାର୍ଯ୍ୟକ୍ରମରେ ଖଣି ଅଞ୍ଚଳରୁ ବହୁ ସଂଖ୍ୟାରେ ଲୋକ ସାମିଲ ହୋଇ “କଳା ଦିବସ”କୁ ସଫଳ କରିବା ପାଇଁ ପ୍ରତିଶ୍ରୁତି ଦେଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking