27.1 C
Bhubaneswar
Thursday, August 14, 2025
Homeଓଡିଶାପୁରୀ ଯିବେ ବିଜେଡି ଟିମ୍

ପୁରୀ ଯିବେ ବିଜେଡି ଟିମ୍

ପୁରୀ: ବିଜେଡିର ଏକ ପ୍ରତିନିଧିମଣ୍ଡଳୀ ସଂଧ୍ୟା ୬ଟା ସମୟରେ ପୁରୀ ଗୁଣ୍ଡିଚା ମନ୍ଦିରରେ ପହଞ୍ଚି କ୍ଷେତ୍ର ପରିଦର୍ଶନ କରିବେ । ସଂଧ୍ୟା ୬ଟା ୩୦ ମିନିଟ୍ ସମୟରେ ପୁରୀ ବଡ ମେଡିକାଲ ଗସ୍ତ କରି ଆହତମାନଙ୍କ ଅବସ୍ଥା ସଂପର୍କରେ ଅନୁଧ୍ୟାନ କରିବେ ଏବଂ ପୁରୀ ମୁଖ୍ୟ ଚିକିତ୍ସା ଅଧିକାରୀଙ୍କ ସହିତ ଆଲୋଚନା କରିବେ । ସଂଧ୍ୟା ୭ଟା ୩୦ ମିନିଟ୍ ସମୟରେ ପୁରୀ ଶ୍ରୀମନ୍ଦିର ସମ୍ମୁଖରେ ଅବସ୍ଥିତ ଶ୍ରୀମନ୍ଦିର କାର୍ଯ୍ୟାଳୟ ସମ୍ମୁଖରେ (ବଡଦାଣ୍ଡ) ସାମ୍ବାଦିକ ବନ୍ଧୁମାନଙ୍କ ସହିତ ସାମ୍ପ୍ରତିକ ସ୍ଥିତି ସଂପର୍କରେ ଆଲୋଚନା କରିବେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking