ନୂଆଦିଲ୍ଲୀ : ଭାରତୀୟ ନିର୍ବାଚନ ଆୟୋଗଙ୍କୁ ଭେଟିଲେ ବିଜେଡି ଟିମ । ୨୦୨୪ ନିର୍ବାଚନରେ୍ ମତଦାନ ସଂଖ୍ୟାକୁ ନେଇ ଆପତ୍ତି ହୋଇଛିି । ମତଦାନ ଓ ଭୋଟଗଣତି ସଂଖ୍ୟାରେ ତାଳମେଳ ନଥିବା ଅଭିଯୋଗ ହୋଇଛି । ଗଣତିରେ ମତଦାନ ଠାରୁ ଅଧିକ ଭୋଟ ପଡିଥିବା ଅଭିଯୋଗ ହୋଇଛି ।