26.9 C
Bhubaneswar
Thursday, April 9, 2026
Homeଓଡିଶାଦୁର୍ଗା ପୂଜା ଉପଲକ୍ଷେ ବିଜେଡ଼ି ପକ୍ଷରୁ ଦାଣ୍ଡିଆ ନାଚ

ଦୁର୍ଗା ପୂଜା ଉପଲକ୍ଷେ ବିଜେଡ଼ି ପକ୍ଷରୁ ଦାଣ୍ଡିଆ ନାଚ

ଯାଜପୁର: ପବିତ୍ର ଦୁର୍ଗା ପୁଜା ଉପଲକ୍ଷେ ଯାଜପୁର ଜିଲ୍ଲା ର କୋରେଇ ନିର୍ବାଚନ ମଣ୍ଡଳୀ ବ୍ୟାସନଗର ମୁନ୍‌ସିପାଲଟି ବିଜୁ ମହିଳା ଜନତା ଦଳ ତରଫରୁ ନିହରା ଡ଼ଙ୍ଗ ରେ ଆୟୋଜିତ ସାଂସ୍କୃତିକ କାର୍ଯ୍ୟ କ୍ରମ ଦାଣ୍ଡିଆ ନୃତ୍ଯ ପରିବେଷଣ ହୋଇ ଥିଲା ବିଜେଡ଼ି ଦଳ ର ଯାଜପୁର ରୋଡ ସହର ତଥା କୋରେଇ ନିର୍ବାଚନ ମଣ୍ଡଳୀ ରେ ବିଜେଡ଼ି ଦଳ ର ମଧ୍ୟ ରେ ଭାଇ ଚାରା ରଖିବା ପାଇଁ ନର୍ବାଚନ ମଣ୍ଡଳୀ ରେ ଦଳ କୁ ମଜୁବୁତ କରିବା ସହିତ ଓ ବବି ଦାସ ଙ୍କ ସାନ ଭାଇ ଭବ ପ୍ରସାଦ ଦାସ ବା ଲଲ ଙ୍କ ହାତ ମୁଠା କୁ ଟାଣ କରିବା ପାଇଁ ଏହା ଏକ ନୂଆ ପ୍ରୟାସ l ଏହି କାର୍ଯ୍ୟକ୍ରମ ରେ ଯୋଗ ଦେଇଥିଲେ କୋରେଇ ବାସୀଙ୍କ ପ୍ରିୟ ନେତା ଭବ ପ୍ରସାଦ ଦାସ‌ (ଲଲ ଭାଈ )ପୌର ଏହି କାର୍ଯ୍ୟକ୍ରମ ରେ ପୌର ପରିଷଦ ର ଅଧ୍ୟକ୍ଷ ସମେତ ବିଜେଡ଼ି ପାରିଷଦ ବିଜେଡି ନାରୀ ନେତ୍ରୀ ନେତା କର୍ମୀ ଯୋଗ ଦେଇ ସରସ ସୁନ୍ଦର କରି ଥିଲେ କୋରେଇ ନିର୍ବାଚନ ମଣ୍ଡଳୀ ରେ କାର୍ଯ୍ୟକ୍ରମ ମାଧ୍ୟ୍ୟମ ରେ ଡବଲ ଇଞ୍ଜିନ ସରକାର ଙ୍କ ନିର୍ବାଚନ ମଣ୍ଡଳୀ ହେଉ ଥିବା ଦୁର୍ନୀତି ର ଖୋଲାସା କରିବ ଗାଁ କୁ ଯାଇ ଡବଲ ଇଞ୍ଜିନ ସରକାର ଙ୍କ ମୁଖା ଖୋଲିବ ବୋଲି ବହୁ ବିଜେଡି ନେତୃ ଵୁନ୍ଦ ସୂଚନା ଦେଇ ଛନ୍ତି l ଆଗାମୀ ପଂଚାୟତ ଓ ପୌର ନିର୍ବାଚନ ରେ ବିଜେଡ଼ି ମୁସିପାଲିଟି ପଂଚାୟତ ସମିତି ପଂଚାୟତ ଦାଖଲ କରିବ ବୋଲି ନେତୃ ଵୁନ୍ଦ ଦୁଡ଼କ୍ତି ପ୍ରକାଶ କରିଛନ୍ତି l

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking