ଭୁବନେଶ୍ୱର: ଖୁବଶୀଘ୍ର ଶେଷ ହେବ ବିଜେଡି ସାଂଗଠନିକ ନିର୍ବାଚନ । ଏନେଇ ସମନ୍ୱୟ କମିଟି ଅଧ୍ୟକ୍ଷ ଦେବୀ ମିଶ୍ର ସୂଚନା ଦେଇଛନ୍ତି । ସାଂଗଠନିକ କାର୍ଯ୍ୟକଳାପ ଦଳର ଗୋଟେ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ । ସବୁ ବର୍ଷ ନିର୍ଦ୍ଧାରିତ ସମଟରେ ଆମ ନିର୍ବାଚନ ହୁଏ । ୧୦ ରୁ ୧୨ ସପ୍ତାହ ମଧ୍ୟରେ ପ୍ରକ୍ରିୟା ଶେଷ ହେବ । ଚଳିତ ମାସ ଶେଷ ସୁଦ୍ଧା କିମ୍ବା ଫେବଋଆରୀ ପ୍ରଥମ ସପ୍ତାହରେ ଘୋଷଣା ହେବ । ତା’ପରେ କ୍ଷେତ୍ରୀୟ ଅଧିକାରୀଙ୍କ ନାଁ ଘୋଷଣା ହେବ ।










