27.1 C
Bhubaneswar
Saturday, May 2, 2026
Homeଓଡିଶା୨୦ରେ ହେବ ବିଜେଡି ବିଧାୟକ ଦଳ ବୈଠକ

୨୦ରେ ହେବ ବିଜେଡି ବିଧାୟକ ଦଳ ବୈଠକ

ଭୁବନେଶ୍ୱର : ଆସନ୍ତା ୨୦ ତାରିଖରେ ବିଜେଡି ବିଧାୟକ ଦଳ ବୈଠକ । ଶଙ୍ଖ ଭବନରେ ଅପରାହ୍ନ ୫ଟାରେ ବସିବ ବୈଠକ ।  ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ବସିବ ବୈଠକ। ବୈଠକରେ ବିଧାନସଭା ପାଇଁ ପ୍ରସ୍ତୁତ ହେବ ରଣନୀତି।

ପୁଣି ଅସୁସ୍ଥ ହେଲେ ପଦ୍ମଶ୍ରୀ କମଳା ପୂଜାରୀ

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking