କେନ୍ଦ୍ରାପଡା: ମହାକାଳପଡାରେ ହାରିଲା ବିଜେଡି । ବିଜେଡି ହାତରୁ ଖସିଲା ମହାକାଳପଡାଙ୍କ ଅଧ୍ୟକ୍ଷ ପଦ । ବିଜେପି ସମର୍ଥିତ ମୀରାମଣି ମହାନ୍ତି ହେଲେ ନୂଆ ବ୍ଲକ ଅଧ୍ୟକ୍ଷା । ନିଦ୍ୱର୍ନ୍ଦରେ ବ୍ଲକ ଅଧ୍ୟକ୍ଷା ନିର୍ୱାଚିତ ହେଲେ ମୀରାମଣି ।