27.1 C
Bhubaneswar
Sunday, April 27, 2025
Homeଓଡିଶାହୋଟେଲରେ ବିଜେଡି ନେତାଙ୍କ ମେଳି

ହୋଟେଲରେ ବିଜେଡି ନେତାଙ୍କ ମେଳି

ଭୁବନେଶ୍ୱର: ହୋଟେଲ କ୍ରିଷ୍ଟାଲ କ୍ରାଉନରେ ବିଜେଡି ନେତାଙ୍କ ମେଳି ବସିଛି । ସେଠାରେ ବିଜେଡିର ବରିଷ୍ଠ ନେତା ଏକାଠି ଅଛନ୍ତି । ଅଶୋକ ଚନ୍ଦ୍ର ପଣ୍ଡା , ଅନଙ୍ଗ ଉଦୟ ସିଂଦେଓ ସାମିଲ ଅଛନ୍ତି । ପ୍ରଫୁଲ୍ଲ ମଲ୍ଲିକ , ନୃସିଂହ ସାହୁ ମଧ୍ୟ ଉପସ୍ଥିତ ଅଛନ୍ତି । ରଘୁନାଥ ସାହୁ , ଶଶୀ ବେହେଲା , ପ୍ରଭାତ ତ୍ରିପାଠୀ, ଭୂପିନ୍ଦର ସିଂହ , ଚନ୍ଦ୍ର ସାରଥୀ ବେହେରା ଯୋଗ ଦେଇଛନ୍ତି । ପୂର୍ୱତନ ସାଂସଦ ଚନ୍ଦ୍ରଶେଖର ସାହୁ ମଧ୍ୟ ଉପସ୍ଥିତ ଅଛନ୍ତି । ନବୀନ ନିବାସ ବାହାରେ ବୈଠକକୁ ନେଇ କମ୍ପନ ଦେଖାଦେଇଛି ।  ରୁଦ୍ଧ ଦ୍ୱାରରେ ଚାଲିଛି ନେତାଙ୍କ ବୈଠକ ।   ଭିତରକୁ ବାହାର ଲୋକଙ୍କୁ ବାରଣ କରାଯାଇଛି । ନେତାଙ୍କ ମୁହଁରେ ତୁଣ୍ଡି ଲଗାଇଥିଲେ ନବୀନ । ଗଣମାଧ୍ୟମ ଆଗରେ ମୁହଁ ଖେଲିବାକୁ ମନା କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking