34.1 C
Bhubaneswar
Tuesday, April 22, 2025
Homeଓଡିଶାବିଜେଡି ନେତା ଅଣନିଃଶ୍ୱାସୀ: ପ୍ରସନ୍ନ

ବିଜେଡି ନେତା ଅଣନିଃଶ୍ୱାସୀ: ପ୍ରସନ୍ନ

ଭୁବନେଶ୍ୱର: ବିଜେପି ନେତା ପ୍ରସନ୍ନ ପାଟ୍ଟଶାଣୀ  ବଡ ବୟାନ ଦେଇଛନ୍ତି । ନବୀନ ଓ ପାଣ୍ଡିଆନଙ୍କୁ ନେଇ ମୁହଁ ଖୋଲିଛନ୍ତି । କହିଛନ୍ତି , ପାଣ୍ଡିଆନଙ୍କ ପାଇଁ ତଳକୁ ଗଲାଣି ବିଜେଡି  । ପାଣ୍ଡିଆନଙ୍କ ବିରୋଧରେ ମୁଁ ପ୍ରଥମେ ମୁହଁ ଖୋଲିଥିଲି । ବିଜେଡି  ନେତା ଏବେ  ଅଣନିଃଶ୍ୱାସୀ ହୋଇଗଲେଣି । ଦଳ ୩ ଭାଗ ହୋଇଯିବ ପଛେ ପାଣ୍ଡିଆନଙ୍କୁ ଛାଡିବେନି । ନବୀନଙ୍କ ଚେତାବନୀ କିଛି କାମ ଦେବନି । ଦଳରୁ ନବାହାରିଥିଲେ ପଲିଟିକାଲ ଡେଥ ହୋଇଥାନ୍ତା । ଟିକେଟ ପାଣ୍ଡିଆନ ବାଣ୍ଟନ୍ତି , ପରବୁଦ୍ଧିରେ ଚାଲୁଛନ୍ତି ନବୀନ । ମୁଁ ଚିଲିକାରୁ ଟିକେଟ ଚାହୁଁଥିଲି , ପାଣ୍ଡିଆନ କାଟିଦେଲେ  । ପାଣ୍ଡିଆନଙ୍କ ପାଇଁ କୌଣସି ଉନ୍ନତ ହୋଇପାରିଲିନି ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking