ଯାଜପୁର: ପ୍ରମିଳାଙ୍କ ଘରେ ଯାଜପୁର ନେତାଙ୍କ ମେଳି । ଏନେଇ ବରୀ ବିଧାୟକ ବିସ୍ୱ ରଞ୍ଜନ ମଲ୍ଲିକ ପ୍ରତିକ୍ରିୟା ରଖି କହିଛନ୍ତି, ବିଧାନସଭା ଚାଲିଥିବାରୁ ସବୁ ଯାଜପୁର ନେତା ଏକାଠି ବସି ପାରୁ ନଥିଲେ । ପ୍ରତି ମାସ ଏପରି ବୈଠକ ବସେ, ସଂଗଠନ ନେଇ ଆଲୋଚନା ହେଲା । ଯାଜପୁରରେ ବିଜେଡି ମଜଭୁତ ଅଛି । ଦଳ ବିରୋଧୀ କାର୍ଯ୍ୟ ପାଇଁ ନେତା ନିଲମ୍ବିତ ହେଉଛନ୍ତି ।










