18.1 C
Bhubaneswar
Friday, December 19, 2025
Homeଓଡିଶାମୃତ ସହଦେବଙ୍କ  ପରିବାରକୁ ସହାୟତା ଦାବି କରିଛି  ବିଜେଡି

ମୃତ ସହଦେବଙ୍କ  ପରିବାରକୁ ସହାୟତା ଦାବି କରିଛି  ବିଜେଡି

ଭୁବନେଶ୍ୱର : ରାଜଧାନୀ ହତ୍ୟାକାଣ୍ଡକୁନେଇ ବିଜେଡି ପ୍ରେସମିଟ କରିଛି । ହତ୍ୟାକାଣ୍ଡର ଶିକାର ବ୍ୟକ୍ତିଙ୍କ ପରିବାରକୁ  ସହାୟତା ଦିଅ । ମୃତ ସହଦେବ ନାୟକଙ୍କ  ପରିବାରକୁ ସହାୟତା ଦାବି କରିଛି  ବିଜେଡି । ୧ କୋଟି କ୍ଷତିପୂରଣ ସହ  ସ୍ତ୍ରୀକୁ ଚାକିରି ଦେବା ପଆଇଁ  ଦାବି କରିଛି ବିଜେଡି ।  ୭ ଦିନରେ କ୍ଷତିପୂରଣ ନଦେଲେ ଆନ୍ଦୋଳନ କରିବୁ ବୋଲି ବିଜେଡି ଚେତାବନୀ ଦେଇଛି । ଆଜି ସନ୍ଧ୍ୟାରେ ବିଜେଡିର କ୍ୟାଣ୍ଡେଲ ରାଲି ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking