28.1 C
Bhubaneswar
Monday, February 9, 2026
Homeଓଡିଶାବିଜେଡିର ୧୮ ଜିଲ୍ଲା ସଭାପତିଙ୍କ ନାମ ଘୋଷଣା

ବିଜେଡିର ୧୮ ଜିଲ୍ଲା ସଭାପତିଙ୍କ ନାମ ଘୋଷଣା

ଭୁବନେଶ୍ବର : ବିଜେଡିର ସାଙ୍ଗଠନିକ ନିର୍ବାଚନ ପ୍ରକ୍ରିୟା ଜାରି ରହିଛି। ପ୍ରକ୍ରିୟାର ଚତୁର୍ଥ ପର୍ଯ୍ୟାୟରେ ତିନି ଦିନ ଯାଏ ଅର୍ଥାତ ୧୩ ରୁ ୧୫ ଯାଏ ଅର୍ଥାତ ଆଜି ପର୍ଯ୍ୟନ୍ତ ଜିଲ୍ଲା ସଭାପତି ନିର୍ବାଚନ ପ୍ରକ୍ରିୟା ହୋଇଥିଲା। ୧୮ ଜିଲ୍ଲାର ପ୍ରକ୍ରିୟାରେ ସିଙ୍ଗଲ ନୋମିନେସନ ହେବା ସହ ସଭାପତିମାନେ ନିର୍ଦ୍ୱନ୍ଦରେ ନିର୍ବାଚିତ ହୋଇଛନ୍ତି।
ଅନୁଗୁଳ – ବ୍ରଜ କିଶୋର ପ୍ରଧାନ
ବରଗଡ଼ – ସୁଶାନ୍ତ କୁମାର ମହାପାତ୍ର
ଭଦ୍ରକ – ଜଗନ୍ନାଥ ସ୍ୱାଇଁ
ଗଜପତି – ପ୍ରଦୀପ ନାୟକ
ବୌଦ୍ଧ – ପ୍ରଦୀପ କୁମାର ଅମାତ
ଦେବଗଡ଼ – ରୋମାଞ୍ଚ ରଞ୍ଜନ ବିଶ୍ୱାଳ
ପୁରୀ – ଉମାକାନ୍ତ ସାମନ୍ତରାୟ
ନୟାଗଡ଼ – ରମେଶ ବେହେରା
ଜଗତସିଂହପୁର – ପ୍ରଶାନ୍ତ କୁମାର ମୁଦୁଲି
ଯାଜପୁର – ସରୋଜ କୁମାର ମହାପାତ୍ର
ଝାରସୁଗୁଡା – ହରିସ ଗଣତ୍ରା
କନ୍ଧମାଳ – ପଦ୍ମନାଭ ବେହେରା
ମାଲକାନଗିରି – ମାନସ ମାଡକାମୀ
ମୟୁରଭଞ୍ଜ ୧ – ସୁଦାମ ମାରାଣ୍ଡି
ନବରଙ୍ଗପୁର – ମନୋହର ରନ୍ଧାରୀ
ସୁନ୍ଦରଗଡ଼ – ଯୋଗେଶ କୁମାର ସିଂ
ନୂଆପଡା – ଅବନୀ ରଞ୍ଜନ ଯୋଶୀ
ସୁବର୍ଣ୍ଣପୁର – ସରୋଜ କୁମାର କମ୍ପା

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking