17.1 C
Bhubaneswar
Saturday, December 20, 2025
Homeଓଡିଶାବିଜେଡି ଏବେ ଆଇସିୟୁରେ  - ଜୟନାରାୟଣ

ବିଜେଡି ଏବେ ଆଇସିୟୁରେ  – ଜୟନାରାୟଣ

ଭୁବନେଶ୍ୱର : ଅତନୁଙ୍କ ମନ୍ତବ୍ୟକୁ କଟାକ୍ଷ କଲେ ବିଜେପି ନେତା ଜୟନାରାୟଣ ମିଶ୍ର ।  ସେ ଆହୁରି କହିଛନ୍ତି , କଂଗ୍ରସ ସହ ମିଶି ସରକାର କରିବେ କହୁଛନ୍ତି , କିନ୍ତୁ ବିଜେଡି ରହିଲେ ତ , ବିଜେଡିର ଆୟୁଷ ବହୁତ କମା ବିଜେଡି ଏବେ ଆଇସିୟୁରେ ଅଛି । ଦଳ ଯେହେତୁ ଭାଙ୍ଗିଯାଉଛି , ତାକୁ ବଞ୍ଚାଇବାକୁ ଅତନୁ ଏଭଳି କହୁଛନ୍ତି ।   ବିଜେଡି ତ ଲିଜରେ ଚାଲିଥିଲା, ବିଜେଡିରେ ନେତୃତ୍ୱ କାହିଁ । କେବେ ପ୍ୟାରୀ ତ କେବେ ପାଣ୍ଡିଆନ ବିଜଡେିକୁ ଲିଜରେ ନେଇଥିଲେ ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking