14.1 C
Bhubaneswar
Monday, December 8, 2025
Homeଓଡିଶାପୁଣି ପିପିଲିକୁ ଫେରିଲା ବାର୍ଡ ଫ୍ଲୁ

ପୁଣି ପିପିଲିକୁ ଫେରିଲା ବାର୍ଡ ଫ୍ଲୁ

ପିପିଲି: ଡେଲାଙ୍ଗରେ  କୁକୁଡା ମଡକ  । ବହୁ ସଂଖ୍ୟାରେ  କୁକୁଡା ମଡକକୁ ନେଇ  ବାର୍ଡଫ୍ଲ୍ୟୁ ରୋଗ ଆଶଙ୍କା  କରାଯାଉଛି ।  ୨ ଦିନ ହେଲାଣି ଡେଲାଙ୍ଗ ଅଞ୍ଚଳରେ  ଶହ ଶହ ସଂଖ୍ୟାରେ  କୁକୁଡା ମରୁଛନ୍ତି ବୋଲି  ଚାଷୀମାନେ  ଅଭିଯୋଗ କରିଛନ୍ତି । ଆଂକୁଲା ଓ ଗୋଡ଼ିପୁଟ ମାଟିଆପଡା ଅଞ୍ଚଳର ଦୁଇଟି ଫାର୍ମରେ ଶହ ଶହ ସଂଖ୍ୟାରେ କୁକୁଡ଼ା ମରୁଛନ୍ତି  ।   ପୂର୍ବରୁ ଏହି ଅଞ୍ଚଳରେ ଥିବା ଫାର୍ମ ମାନଙ୍କରେ ହଜାର ହଜାର ସଂଖ୍ୟାରେ କୁକୁଡ଼ା ମରିଯାଇଥିବା ବେଳେ ଅନେକ ସଂକ୍ରମିତ କୁକୁଡାଙ୍କୁ ବିଭାଗ ପକ୍ଷରୁ ମାରି ପୋତିଦିଆଯାଇଥିଲା  ।    କୁକୁଡ଼ା ମରିଯିବା କ୍ଷତି ରେ ଚାଷୀଙ୍କ ମେରୁଦଣ୍ଡ ଭାଙ୍ଗିଯାଇଥିଲା । କିନ୍ତୁ ଚଳିତ ବର୍ଷ ଜୁଲାଇ ମାସ ଆରମ୍ଭରୁ ପୁଣି କୁକୁଡ଼ା ମଡ଼କ ନେଇ ଚାଷୀଙ୍କ ବାର୍ଡ଼ ଫ୍ଲୁ ସଂକ୍ରମଣ ରେ ମୃତ୍ୟୁ ଘଟୁଥିବା ଚାଷୀମାନେ ଆଶଙ୍କା କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking