31.1 C
Bhubaneswar
Wednesday, February 11, 2026
Homeଓଡିଶାଜାନୁଆରୀ ୧୮ରୁ  ଭିତରକନିକାରେ ପକ୍ଷୀ ଗଣନା      

ଜାନୁଆରୀ ୧୮ରୁ  ଭିତରକନିକାରେ ପକ୍ଷୀ ଗଣନା      

ରାଜନଗର : ଜାନୁଆରୀ ୧୮ରୁ  ଭିତରକନିକାରେ  ପକ୍ଷୀ ଗଣନା ଆରମ୍ଭ ହେବ ହେବ । ରାଜନଗର ଜଙ୍ଗଲ ବିଭାଗ ଦ୍ବାରା ରାଜନଗର, କନିକା, ଗହିରମଥା, ମହାକାଳପଡା ଏବଂ କୁଜଙ୍ଗ ଆଦି ପାଞ୍ଚଟି ରେଞ୍ଜ୍‌ରେ ପକ୍ଷୀ ଗଣନା କରାଯିବ। ଜାନୁଆରି ୧୭ରେ ପକ୍ଷୀ ଗଣନାକାରୀ ବିଶେଷଜ୍ଞ ଏବଂ ଜଙ୍ଗଲ ଅଧିକାରୀଙ୍କର ଏକ ତାଲିମ ଶିବିର ଆୟୋଜନ କରାଯିବ । ଏହା ପରେ ଜାନୁଆରୀ ୧୮ରୁ ପକ୍ଷୀ ଗଣନା ଆରମ୍ଭ ହେବ। ଜାନୁଆରି ୧୪ ରୁ ଜାନୁୟାରି ୨୨ ପର‌୍ୟ୍ୟନ୍ତ ବାର୍ଷିକ ଲୁଣିଆ କୁମ୍ଭୀର ଗଣନା ପାଇଁ ଭିତରକନିକା ଜାତୀୟ ଉଦ୍ୟାନ ବନ୍ଦ ରହିବ। ଏନେଇ ରାଜନଗର ବନ ଅଧିକାରୀ ସୁଦର୍ଶନ ଗୋପୀନାଥ ଯାଦବ ସୂଚନା ଦେଇଛନ୍ତି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking