କେନ୍ଦ୍ରାପଡା: ଭିତରକନିକାରେ ଦେଶୀୟ ପକ୍ଷୀ ଗଣନା । ପକ୍ଷୀ ଗଣନା ଆଜିଠୁ ତିନିଦିନ ଧରି ଚାଲିବ । ପକ୍ଷୀ ଗଣନା ପାଇଁ ଗଠନ ହୋଇଛି ୩ଟି ଟିମ । କନିକା ରେଞ୍ଜର ମଠଆଡିଆରେ ପକ୍ଷୀ ଗଣନା ହେବ । ଲକ୍ଷ୍ମୀପ୍ରସାଦ ଡିଆ, ଦୁର୍ଗାପ୍ରସାଦ ଡିଆ ଓ ରାଜନଗର ରେଞ୍ଜ ବାଲିଡିଆରେ ପକ୍ଷୀ ଗଣନା ହେବ । ଏନେଇ ରାଜନଗର ବନଖଣ୍ଡ ଅଧିକାରୀ ସୂଚନା ଦେଇଛନ୍ତି ।










