24.1 C
Bhubaneswar
Friday, February 6, 2026
Homeଓଡିଶାସବୁ ରାଜସ୍ୱ କାର୍ଯ୍ୟାଳୟରେ ବାୟୋମେଟ୍ରିକ

ସବୁ ରାଜସ୍ୱ କାର୍ଯ୍ୟାଳୟରେ ବାୟୋମେଟ୍ରିକ

ଭୁବନେଶ୍ୱର: କର୍ମଚାରୀଙ୍କ ଉପସ୍ଥାନ ପାଇଁ  ସବୁ ରାଜସ୍ୱ  ଅଫିସରେ ଲାଗିବ ବାୟୋମେଟ୍ରିକ । ଏନେଇ ସବୁ ଜିଲ୍ଲାପାଳଙ୍କୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଚିଠି ।  ଅଧିକାଂଶ ଷ୍ଟାଫ ଓ ଅଫିସରମାନେ ବିଳମ୍ବରେ ଆସୁଥିବାରୁ ପଦକ୍ଷେପ ନିଆଯାଇଛି  ା  ଜିଲ୍ଲାର ସମସ୍ତ ରାଜସ୍ୱ କାର୍ଯ୍ୟାଳୟରେ ଲାଗୁ ହେବ ।  ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗ ନିଷ୍ପତ୍ତି ନେଇଛି । ସମସ୍ତ ଜିଲ୍ଲାପାଳଙ୍କୁ ଚିଠି କଲେ ରାଜ୍ୟ ସରକାର ।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking