20.1 C
Bhubaneswar
Sunday, February 15, 2026
Homeଓଡିଶାଟ୍ରକ ଧକ୍କାରେ ବାଇକ ଆରୋହୀଙ୍କ ମୃତ୍ୟୁ

ଟ୍ରକ ଧକ୍କାରେ ବାଇକ ଆରୋହୀଙ୍କ ମୃତ୍ୟୁ

କାମାକ୍ଷାନଗର : କମକ୍ଷାନାଗାର ଥାନା ଅନ୍ତର୍ଗତ ୫୩ ନଂ ଜାତୀୟ ରାଜପଥର ମଠକରଗୋଳା ଠାରେ ଏକ ଦ୍ରୁତଗାମୀ ଟ୍ରକ ଧକ୍କାରେ ଜଣଙ୍କର ମୃତ୍ୟୁ ହୋଇଛି। ମୃତକ ଜଣଙ୍କ ହେଲେ ଏହି ଥାନା ଅନ୍ତର୍ଗତ କାନପୁରା ପଞ୍ଚାୟତର ଯନ୍ତ୍ରରିବୋଲ ଗ୍ରାମର ସତ୍ୟାନନ୍ଦ ସାହୁ (୩୮ ) ବୋଳି ଜଣାପଡ଼ିଛି।

ସତ୍ୟାନନ୍ଦ ସାହୁ ଏକ ବାହାଘରରେ ଯୋଗ ଦେବାକୁ ଏକ ବାଇକରେ ଶ୍ୱଶୁର ଘର ଯମୁନାକୋଟ ଗ୍ରାମକୁ ଯାଉଥିଲେ। ଯିବା ସମୟରେ ଜାତୀୟ ରାଜପଥର ମଠକରଗୋଳାଠାରେ ଏକ ଦ୍ରୁତଗାମୀ ଟ୍ରକ ତାଙ୍କୁ ଦେଇଥିଲା। ଘଟଣା ସ୍ଥଳରେ ସତ୍ୟାନନ୍ଦଙ୍କର ମୃତ୍ୟୁ ହୋଇଛି। ଖବର ପାଇ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ମୃତଦେହ ଜବତ ପରେ ବ୍ୟବଛେଦ ପାର୍ଇ ମେଡ଼ିକାଳକୁ ପଠାଇଛି ଏବଂ ତଦନ୍ତ ଜାରି ରଖିଛି ବୋଲି ସୂଚନା ମିଳିଛି।

5,005FansLike
2,475FollowersFollow
12,700SubscribersSubscribe

HOT NEWS

Breaking