29.1 C
Bhubaneswar
Sunday, March 16, 2025
Homeଓଡିଶାବାଇକ ଦୁର୍ଘଟଣା : ୨ ମୃତ

ବାଇକ ଦୁର୍ଘଟଣା : ୨ ମୃତ

କଟକ : ହୋଲିରେ ଚାଲିଗଲା ଦୁଇ ଜଣଙ୍କର ଜୀବନ । କଟକ ଜିଲ୍ଲା ସୀତାରାମପୁର ଛକରେ ବାଇକ ଦୁର୍ଘଟଣାଗ୍ରସ୍ତ ହୋଇଛି । ଇଲେକ୍ଟ୍ରି ଖୁଣ୍ଟରେ ବାଇକ ପିଟି ହୋଇ ଦୁଇ ବାଇକ ଆରୋହୀଙ୍କ ମୃତ୍ୟୁ ହୋଇଛି । ଅନ୍ୟ  ଜଣେ ଗୁରୁତରଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking